ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କଂଗ୍ରେସର ଆନ୍ଦୋଳନ ପ୍ରସଙ୍ଗରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ବାସଭବନରେ ଅସନ୍ତୋଷ ଝାଡିଲେ ବିଧାୟକ ତାରାପ୍ରସାଦ ବାହିନୀପତି
ଶାହଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସର ଆନ୍ଦୋଳନ ପ୍ରସଙ୍ଗରେ ଅସନ୍ତୋଷ ଝାଡିଲେ ତାରାପ୍ରସାଦ ବାହିନୀପତି । ଆନ୍ଦୋଳନ ପାଇଁ ଏଆଇସିସି ଓଡିଶା ପିସିସିକୁ ଆନ୍ଦୋଳନ ଓ ବିକ୍ଷୋଭ ପାଇଁ ଚିଠି ଲେଖିଥିଲା । ଚିଠି ଲେଖିବା ପରେ ବି ସମସ୍ତେ ଚୁପ ରହିଛନ୍ତି । କେବଳ ଛାତ୍ର ଓ ଯୁବ କଂଗ୍ରେସ ପ୍ରତିବାଦ କରୁଛି । ତାରା କହିଛନ୍ତି ରାହୁଲଙ୍କ ପାଇଁ ଓଡିଶା କଂଗ୍ରେସରେ କେହିନାହାଁନ୍ତି ।