ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା ଘଟଣାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରତିବାଦ; ରାଜଭବନ ନିକଟରେ ପ୍ରତିକ୍ରିୟା ରଖିଲେ ବିଧାୟକ ବାବୁ ସିଂ
ଦେଶର ପବିତ୍ର ଗୃହରେ ରାହୁଲଙ୍କ ଏମିତି ହିଂସ୍ର ଆଚରଣ ଅତ୍ୟନ୍ତ ନିନ୍ଦନୀୟ ,ରାହୁଲ ଖୁବଶୀଘ୍ର ଭାରତବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ସଂସଦରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା ଘଟଣାକୁ ନେଇ ପ୍ରତିବାଦକୁ ଓହ୍ଲାଇଛି ରାଜ୍ୟ ବିଜେପି,ରାହୁଲ ପ୍ରତିବାଦ କେମିତି ହୁଏ ବିଜେପିଠୁ ଶିଖନ୍ତୁ, କଂଗ୍ରେସ ହତାଶ ହୋଇ ରକ୍ତାକ୍ତ କରିବା ଆରମ୍ଭ କରିଦେଇଛି ବୋଲି କହିଛନ୍ତି ଭୁବନେଶ୍ୱର ଏକାମ୍ର ବିଧାୟକ |