ରାୟଗଡା: ରାୟଗଡ଼ା ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: 3 ଜଣ ଅଭିଯୁକ୍ତ ଗିରଫ
ରାୟଗଡ଼ା ପୋଲିସ ଦୀର୍ଘ ଦିନରୁ ଝୁଲି ରହିଥିବା ଅଣ-ଜାମିନଯୋଗ୍ୟ ୱାରେଣ୍ଟ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ହାଜର କରିଛି। ଆଇନ ଶାସନ ବଜାୟ ରଖିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। #Rayagada #PoliceAction #OdishaNews