ପାରଳାଖେମୁଣ୍ଡି: ଗଜପତିରେ 'ଆମ କଳାକାର' ଚୟନକୁ ନେଇ ବିବାଦ, ପ୍ରଚାର ଅଭାବରୁ ବଞ୍ଚିତ ହେଲେ କଳାକାର
ଗଜପତି ଜିଲ୍ଲାରେ ଚାଲିଥିବା ‘ଆମ କଳାକାର’ ଚୟନ ପ୍ରକ୍ରିୟାରେ ଅବହେଳା ଅଭିଯୋଗ। ପ୍ରଚାର ଅଭାବରୁ ଅନେକ କଳାକାର ବଞ୍ଚିତ ହୋଇଥିବା ବେଳେ, ଚୟନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ସ୍ଥାନୀୟ କଳାକାର।