ପାରଳାଖେମୁଣ୍ଡି: କରଣସାହି ଚାରିଛକରେ ଟ୍ରାଫିକ୍ ଜାମ୍, ହଇରାଣ ସହରବାସୀ
ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିର କରଣସାହି ଚାରିଛକରେ ଟ୍ରାଫିକ୍ ସମସ୍ୟାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ। ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଲୋକେ ଦୈନିକ ହଇରାଣ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ପାଇଁ ସହରବାସୀଙ୍କ ଦାବି।