ଭୁବନେଶ୍ୱର-କଟକ ଜାତୀୟ ରାଜପଥର ରସୁଲଗଡ଼ ଓ ହଂସପାଳ ଛକ ମଧ୍ୟରେ ସନ୍ଧ୍ୟା ୬ଟାରୁ ପ୍ରବଳ ଟ୍ରାଫିକ୍ ଜାମ୍ ଦେଖାଦେଇଛି। ଯାତ୍ରୀମାନେ ଏଥିଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।