ଐତିହାସିକ ବାଲିଯାତ୍ରା-2026 ଓ କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଅବସରରେ 59ଟି ୱାର୍ଡର 295 ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଛି।