Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Bihar
India
कांग्रेस
Congress
Modi
Delhi
Viral
Jharkhand
Up
मध्यप्रदेश
Bollywood
Breakingnews
Madhya_pradesh
अयोध्या
Pmmodi
Rahulgandhi
कानपुर
Uttarpradesh
Haryana
Lucknow
तेजस्वी_यादव
Sambalpur
लखनऊ
Crimenews
महंगाई
Aap
mahimatv
Previous slide
Next slide
ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ସମୟରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ସହ ଜୋରଦାର ପ୍ରତିବାଦ କରାଯାଇଥିଲା। ଏହା କେବଳ ଏକ ପ୍ରତିବାଦ ନୁହେଁ, ବରଂ ସରକାରଙ୍କ ନୀତି ଓ ଜନବିରୋଧୀ କାର୍ଯ୍ୟଧାରା ବିରୋଧରେ ଜନଅସନ୍ତୋଷର ଦୃଢ଼ ସ୍ୱର। Mahima TV PMO India CMO Odisha
Basta, Balasore
| Nov 10, 2026
MORE NEWS
ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଦୁଇ ବିଜେପି ଯୁବ ନେତା ଦଳୀୟ ଦାୟିତ୍ୱରୁ ନିଲମ୍ବିତ । #newsfeed #BJPNEWS #BJPGovernment CMO Odisha Mahima TV Pradeep Kumar Panda Pratap Chandra Sarangi
Basta, Balasore | Nov 9, 2026
#ବସ୍ତାରେ_ବିଜୁ_ଜନତା_ଦଳର_ସାଂଗଠନିକ_ବୈଠକ ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୁଧହଂସା ପଞ୍ଚାୟତର ବିନୋଦ ରାଉଳଙ୍କ ବାସଭବନରେ ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବସ୍ତା ନିର୍ବାଚନମଣ୍ଡଳୀର ସଂଯୋଜକ ମହାଦେବ ଦାସଙ୍କ ନେତୃତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିଲା।ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା, ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ସହ ଆଗାମୀ ଦିନରେ ଦଳକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଦଳୀୟ କର୍ମୀଙ୍କ ମଧ୍ୟରେ ସମନ୍ୱୟ ଓ ଏକତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। Biju Janata Dal Odisha Naveen Patnaik Jyoti Prakash Panigrahi Rajkishore Behera Anupam Mohanty Ipshitaa Sahoo
Basta, Balasore | Nov 7, 2026
#FURNITURE_CITY_ରେ_ଚାଲିଛି_ଆଜି_ଠାରୁ_ଆରମ୍ଭ #ଦିପାବଳୀ_offer_ରେ_ପାଆନ୍ତୁ_୩_ଟି_Free_Gift । ଲଙ୍ଗଳେଶ୍ବର ବଜାର ସ୍ବାମୀ ବିବେକାନନ୍ଦ ସ୍କୁଲ ସାମ୍ନା । ଯୋଗାଯୋଗ :- 7077184020 #advertising #furniture #offers #diwalispecial #diwaligifts Mahima TV
Basta, Balasore | Nov 6, 2026
#ଭିଜିଲାନ୍ସ_ଜାଲରେ_ସବରେଜିଷ୍ଟ୍ରାର_ମନୀଷା_ମିଶ୍ର । ସାତ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ବାଲିଆପାଳ ଉପନିବନ୍ଧକ ମନୀଷା ମିଶ୍ର । #newsfeed #Vigilance #balasore Mahima TV CMO Odisha Odisha Police Organisation
Basta, Balasore | Nov 6, 2026
#FURNITURE_CITY_ରେ_ଚାଲିଛି_ଆଜି_ଠାରୁ_ଆରମ୍ଭ #ଦିପାବଳୀ_offer_ରେ_ପାଆନ୍ତୁ_୩_ଟି_Free_Gift । ଲଙ୍ଗଳେଶ୍ବର ବଜାର ସ୍ବାମୀ ବିବେକାନନ୍ଦ ସ୍କୁଲ ସାମ୍ନା । ଯୋଗାଯୋଗ :- 7077184020 #advertising #furniture #offers #diwalispecial #diwaligifts Mahima TV
Basta, Balasore | Nov 6, 2026
#ପୁଅକୁ_ନ_ପାଇ_୮୦_ବର୍ଷୀୟା_ବୃଦ୍ଧା_ମା_ଙ୍କୁ_ଉଠାଇ_ଆଣିଲା_ଅବକାରୀ_ବିଭାଗ! ପୁଅ କରୁଥିଲା ମଦ ବେପାର, ହେଲେ ପୁଅକୁ ନ ପାଇ ଶେଷରେ ୮୦ ବର୍ଷୀୟା ବୃଦ୍ଧା ମା’ ହିରାମଣି ବେହେରାଙ୍କୁ ଅବକାରୀ ବିଭାଗ ଉଠାଇ ଆଣିଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅବକାରୀ ଥାନା ଅନ୍ତର୍ଗତ ବେଲପୁରା ଗ୍ରାମର ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା। ପ୍ରଶ୍ନ ଉଠୁଛି, ପୁଅର ଅପରାଧ ପାଇଁ ୮୦ ବର୍ଷୀୟା ବୃଦ୍ଧା ମା’ କାହିଁକି ହେବେ ହଇରାଣ? #spbalasore #dmbalasore #Baliapal #Abakari #OdiaNews #newsupdate #NewsAlert Dinabandhu Pradhan Ajit Kumar Sahoo Journalist Anupam Mohanty Sirish Chandra Mohanty Er Kedar Dash Mahima TV
Basta, Balasore | Nov 6, 2026
#ବନ୍ଧା_ହେଲେ_ଲାଞ୍ଚୁଆ_ଅଫିସର #ଜମି_ରେଜେଷ୍ଟ୍ରି_କରିବା_ପାଇଁ_ନେଉଥିଲେ_ଟଙ୍କା #୭_ହଜାର_ଟଙ୍କା_ଲାଞ୍ଚ_ନେଉଥିଲା_ବେଳେ_ମାଡି_ବସିଲା_ଭିଜିଲାନ୍ସ_ଟିମ* ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ ରେଜିଷ୍ଟର ଅଫିସରେ ସବ ରେଜିଷ୍ଟର ମନୀଷା ମିଶ୍ର ଦୀର୍ଘ ୮ ମାସ ଧରି କାର୍ଯ୍ୟ କରି ଆସୁଛନ୍ତି, ତେବେ ସେ ବିଭିନ୍ନ ସମୟରେ ବିଭନ୍ନ କାମ ପାଇଁ ଲାଞ୍ଚ ନେଇ ଚାଲିଥିଲେ, ତେବେ ବାଲିଆପାଳ ଅଞ୍ଚଳର ମହୁର ଜ୍ଞାନ ରଞ୍ଜନ ପାତ୍ରଙ୍କ ଜରିଆରେ ଜମିରେ ରେଜେଷ୍ଟ୍ରି କରିବା ପାଇଁ ସବ ରେଜିଷ୍ଟର ମନୀଷା ମିଶ୍ର ୧୦ ହଜାଇ ଟଙ୍କା ଲାଞ୍ଚ ମାଗିଥିଲେ,ଏନେଇ ଗତ କାଲି ୭ ହଜାର ଟଙ୍କାରେ ଡିଲ ଫାଇନାଲ ହୋଇଥିଲା #mahimatv #Baliapala #Vigilance #balasore #trendingreels #nonfollowersシ゚
Basta, Balasore | Nov 6, 2026
#ଯାତ୍ରୀବାହୀ_ଘରୋଇ_ବସ୍ରେ_ଗ୍ୟାସ୍_ଟାଙ୍କି_ଚୋରା_ଚାଲାଣ! #କୁମ୍ଭକର୍ଣ୍ଣ_ନିଦ୍ରାରେ_ଜିଲ୍ଲା_ପ୍ରଶାସନ । #ଯାତ୍ରୀ_ଙ୍କ_ଜୀବନ_ସହିତ_ଖେଳୁଥିଲେ_କି_ବସ_ମାଲିକ ?? #ବାଲିଆପଳ_ରୁ_ବେଆଇନ_ଚୋରି_ଚାଲିଣ_ହେଉଥିଲା_ଗ୍ୟାସ ବସ୍ତା: ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀଛକ ଠାରେ ଦୁଇଟି ଯାତ୍ରୀବାହୀ ଘରୋଇ ବସ୍ରେ ଗ୍ୟାସ୍ ଟାଙ୍କି ଚୋରା ଚାଲାଣ ହେଉଥିଲା । ଖବର ପାଇ ଘଟଣା ସ୍ଥଳରେ ଯୋଗାଣ ବିଭାଗ ପହଞ୍ଚି ଗ୍ୟାସ ଟାଙ୍କି କୁ ଜବତ କରିଛି ।
Basta, Balasore | Nov 6, 2026