#ବନ୍ଧା_ହେଲେ_ଲାଞ୍ଚୁଆ_ଅଫିସର
#ଜମି_ରେଜେଷ୍ଟ୍ରି_କରିବା_ପାଇଁ_ନେଉଥିଲେ_ଟଙ୍କା
#୭_ହଜାର_ଟଙ୍କା_ଲାଞ୍ଚ_ନେଉଥିଲା_ବେଳେ_ମାଡି_ବସିଲା_ଭିଜିଲାନ୍ସ_ଟିମ*
ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ ରେଜିଷ୍ଟର ଅଫିସରେ ସବ ରେଜିଷ୍ଟର ମନୀଷା ମିଶ୍ର ଦୀର୍ଘ ୮ ମାସ ଧରି କାର୍ଯ୍ୟ କରି ଆସୁଛନ୍ତି, ତେବେ ସେ ବିଭିନ୍ନ ସମୟରେ ବିଭନ୍ନ କାମ ପାଇଁ ଲାଞ୍ଚ ନେଇ ଚାଲିଥିଲେ, ତେବେ ବାଲିଆପାଳ ଅଞ୍ଚଳର ମହୁର ଜ୍ଞାନ ରଞ୍ଜନ ପାତ୍ରଙ୍କ ଜରିଆରେ ଜମିରେ ରେଜେଷ୍ଟ୍ରି କରିବା ପାଇଁ ସବ ରେଜିଷ୍ଟର ମନୀଷା ମିଶ୍ର ୧୦ ହଜାଇ ଟଙ୍କା ଲାଞ୍ଚ ମାଗିଥିଲେ,ଏନେଇ ଗତ କାଲି ୭ ହଜାର ଟଙ୍କାରେ ଡିଲ ଫାଇନାଲ ହୋଇଥିଲା
#mahimatv #Baliapala
#Vigilance #balasore #trendingreels #nonfollowersシ゚