#ପୁଅକୁ_ନ_ପାଇ_୮୦_ବର୍ଷୀୟା_ବୃଦ୍ଧା_ମା_ଙ୍କୁ_ଉଠାଇ_ଆଣିଲା_ଅବକାରୀ_ବିଭାଗ!
ପୁଅ କରୁଥିଲା ମଦ ବେପାର, ହେଲେ ପୁଅକୁ ନ ପାଇ ଶେଷରେ ୮୦ ବର୍ଷୀୟା ବୃଦ୍ଧା ମା’ ହିରାମଣି ବେହେରାଙ୍କୁ ଅବକାରୀ ବିଭାଗ ଉଠାଇ ଆଣିଥିବା ଦେଖିବାକୁ ମିଳିଛି ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅବକାରୀ ଥାନା ଅନ୍ତର୍ଗତ ବେଲପୁରା ଗ୍ରାମର ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା।
ପ୍ରଶ୍ନ ଉଠୁଛି, ପୁଅର ଅପରାଧ ପାଇଁ ୮୦ ବର୍ଷୀୟା ବୃଦ୍ଧା ମା’ କାହିଁକି ହେବେ ହଇରାଣ?
#spbalasore #dmbalasore #Baliapal #Abakari #OdiaNews #newsupdate #NewsAlert
Dinabandhu Pradhan Ajit Kumar Sahoo Journalist Anupam Mohanty Sirish Chandra Mohanty Er Kedar Dash Mahima TV