Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
बीजेपी
मुख्यमंत्री
Congress
Modi
Delhi
Viral
Crime
Jharkhand
Dm
Up
मध्यप्रदेश
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
amani117_2
1
ଢେଙ୍କାନାଳ ସଦର: କୁଣ୍ଟୁଣିଆ ନୁଆ ସାହି ଭଙ୍ଗା ଘରେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ କ୍ଷୋଭ ପ୍ରକାଶ କଲେ ସାନଭାଇ
Dhenkanal Sadar, Dhenkanal
| Aug 21, 2026
MORE NEWS
ମହାପଦା ଅlତିଣ୍ଡା ଯୋରନ୍ଦା ଗଁଦିଆ ଭୁବନରେ ବୁଲୁଛି ଏଇ ଗୋଟିକିଆ ଦନ୍ତା ଜଗି ପାରୁନିକି ବନବିଭାଗ #public#dhenkanal #newsupdate #gandia #odisha
Dhenkanal Sadar, Dhenkanal | Aug 21, 2026
ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗୁଳେହି ପଞ୍ଚାୟତ ଚନ୍ଦ୍ରଶେଖରପୁର ଗ୍ରାମର ଶ୍ରୀ ଭାସ୍କର ସାହୁ ଏକମାତ୍ର ପୁତ୍ର ଜିତେନ୍ଦ୍ର ସାହୁ ଗତକାଲି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ଖବର ପାଇ ଆଜି ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ, ଶ୍ରୀ ଭାସ୍କର ସାହୁଙ୍କ ଘରେ ପହଞ୍ଚି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଶ୍ମଶାନକୁ ଯାଇ ଜିତେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ହିନ୍ଦୋଳ ବ୍ଲକ ବିଜେଡି ସଭାପତି ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ଓଡାପଡା ବ୍ଲକ ବିଜେଡି ସଭାପତି ଶ୍ରୀ ଯତି ନାୟକ , ଗୁଳେହି ସମିତି ସଭ୍ୟା ପ୍ରଭାତୀ ବିଶ୍ବାଳ , ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ, ଶୁସାନ୍ତ ବେହେରା ପ୍ରମୁଖ ପୂର୍ବତନ ସାଂସଦଙ୍କ ସହ ଉପସ୍ଥିତ ରହି ପବିତ୍ର ଅମର ଆତ୍ମାର ସଂଗତି ସଦଗତି କାମନା କରିଥିଲେ । #public#newsodiaodisha#dhenkanal#hindol
Dhenkanal Sadar, Dhenkanal | Aug 21, 2026
ଢେଙ୍କାନାଳ ରେ ବିଭିର୍ନ ଦୋକାନ ରେ ପଲଥିନ ଓ ଜରି ଯାଞ୍ଚ #public #dhenkanal
Dhenkanal Sadar, Dhenkanal | Aug 21, 2026
ପନିର୍ ନାଁରେ ବଜାରରେ ମିଳୁଛି ବିଷ ନିଆଳୀ ଛେନା ଓ ପନିର୍ ପାଉଡର ଓ କ୍ରେମିକାଲରେ ପ୍ରସ୍ତୁତି ବୋଲି କଟକରୁ ମିଳିଲା ପ୍ରମାଣ ।। କିଡନ ଓ ଲିଭର ଡ୍ୟାମେଜ ହେବା ଥୟ ଏ କଥା ଆମ୍ଭେ କହୁନାହିଁ, ଗତକାଲି କଟକରେ ପନିର୍ ଧରା ପଡିବା ଏବଂ ସାମ୍ପଲ୍ ଟେଷ୍ଟ କଲା ପରେ ଲୋକ ଲୋଚନକୁ ଆସିଛି । କେତେ ଜଣ ଛେନା ଓ ପନିର୍ ବ୍ୟବସାୟୀଙ୍କ ଦୋ_ନମ୍ବରି କାରବାର ଯୋଗୁଁ ସମଗ୍ର ବ୍ୟବସାୟୀ ଆଜି ବଦଲାମ । #public News odia odisha Odisha New Odia Daily Highlight Facebook for Creators
Dhenkanal Sadar, Dhenkanal | Aug 21, 2026
ଝରକା ଖୋଲିବା ବେଳେ ବିଦ୍ୟାଳୟରେ ସାପ କାମୁଡ଼ା ଛାତ୍ରୀ ଗୁରୁତର, ଚିକିତ୍ସାଳୟରେ ଭର୍ତ୍ତି #public #newsodiaodisha #facebookpost ବିଦ୍ୟାଳୟରେ ଝରକା ଖୋଲିବା ବେଳେ ଜଣେ ଛାତ୍ରୀଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ସାପ କାମୁଡ଼ା ପରେ ଛାତ୍ରୀ ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଛି। ଘଟଣାକୁ ନେଇ ବିଦ୍ୟାଳୟରେ ଆତଙ୍କ ଦେଖାଦେଇଛି।
Dhenkanal Sadar, Dhenkanal | Aug 20, 2026