ପନିର୍ ନାଁରେ ବଜାରରେ ମିଳୁଛି ବିଷ
ନିଆଳୀ ଛେନା ଓ ପନିର୍ ପାଉଡର ଓ କ୍ରେମିକାଲରେ ପ୍ରସ୍ତୁତି ବୋଲି କଟକରୁ ମିଳିଲା ପ୍ରମାଣ ।।
କିଡନ ଓ ଲିଭର ଡ୍ୟାମେଜ ହେବା ଥୟ
ଏ କଥା ଆମ୍ଭେ କହୁନାହିଁ, ଗତକାଲି କଟକରେ ପନିର୍ ଧରା ପଡିବା ଏବଂ ସାମ୍ପଲ୍ ଟେଷ୍ଟ କଲା ପରେ ଲୋକ ଲୋଚନକୁ ଆସିଛି ।
କେତେ ଜଣ ଛେନା ଓ ପନିର୍ ବ୍ୟବସାୟୀଙ୍କ ଦୋ_ନମ୍ବରି କାରବାର ଯୋଗୁଁ ସମଗ୍ର ବ୍ୟବସାୟୀ ଆଜି ବଦଲାମ ।
#public News odia odisha Odisha New Odia Daily Highlight Facebook for Creators