ସମ୍ବଲପୁର ମ୍ୟୁନିସିପାଲଟି: ଏମ.ଭି ଟିକସ ପୈଠ ନ କରିବା ଅଭିଯୋଗ ରେ ୪୨ ଟି ଗାଡି ଜବତ, ସିନ୍ଦୁରପଙ୍କ ଷ୍ଟକ ୟାଡରେ ରହିଲା ଗାଡି ସୂଚନା
ଏମ.ଭି ଟିକସ ପୈଠ ନ କରିବା ଅଭିଯୋଗ ରେ ୪୨ ଟି ଗାଡି ଜବତ ଆଜି ସମ୍ବଲପୁର ପରିବହନ ବିଭାଗ ପକ୍ଷରୁ ଟିକସ ପୈଠନ କରିବା ଅଭିଯୋଗରେ ୪୨ ଟି ଗାଡିକୁ ଜବତ କରାଯାଇଛି ସମ୍ବଲପୁର ପରିବହନ ବିଭାଗ । ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ମାଲିକ ଓ ଫାଇନାନ୍ସରଙ୍କ ଠାରୁ ଏହି ଗାଡି ଗୁଡିକ ଜବତ ଭିନ୍ନ ଭିନ୍ନ କାରଣ ପାଇଁ ସିଜ କରାଯାଇ ସିନ୍ଦୂରପଙ୍କ ରେ ଥିବା ଏକ ଷ୍ଟକ ୟାର୍ଡ଼ ରେ ରଖା ଯାଇଛି l ତେବେ ଏହି ଗାଡି ଗୁଡିକର ଟେକ୍ସ ପଇଠ କରାଯାଇନାହିଁ l ଏଥିପାଇଁ ପରିବହନ ବିଭାଗ ଆଜି ଏହି ରେଡ କରିଥିଲା l