ସମ୍ବଲପୁର ମ୍ୟୁନିସିପାଲଟି: ଫାଟକ ଅଞ୍ଚଳରୁ ମୋବାଇଲ ଲୁଟ୍ ଅଭିଯୋଗ
ଟାଉନଥାନା ଅନ୍ତର୍ଗତ ଫାଟକ ଅଞ୍ଚଳରୁ ମୋବାଇଲ ଲୁଟ୍ ଅଭିଯୋଗ । ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ ୯ଟା ସମୟରେ ୩ ଜଣ ଯୁବକ ଏକ ଦୋକାନରେ ଚା ପିଉଥିବା ସମୟରେ ଜଣ ଯୁବକ ହଠାତ ଆସିଯଯୁବକର ମୋବାଇଲଟିକୁ ଝାମ୍ପି ନେଇ ଚାଲିଯାଇଥିଲା । ୩ ଜଣ ଯୁବକ ଉକ୍ତ କୋରକୁ ଗଢାଇଥିଲେ ମଧ୍ୟ ତାକୁ ଧରି ପାରିନଥିଲେ । ତେବେ ତୁରନ୍ତ ଏ ନେଇ ଟାଉନଥାନାରେ ଏକ ମାମଲା ଦାୟର କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।