Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi
No video available

ସମ୍ବଲପୁର ମ୍ୟୁନିସିପାଲଟି: କ୍ଷେତରାଜପୁର ରେଳ ଷ୍ଟେସନରେ କାର ଲୁଟ ଅଭିଯୋଗରେ ଜଣେ ଗିରଫ, ଗାଡି ଜବତ

କ୍ଷେତରାଜପୁର ରେଳ ଷ୍ଟେସନରେ କାର ଲୁଟ ଅଭିଯୋଗ, ଲୁଟେରା ଗିରଫ, କାର ଜବତ l ମିଳିଥିବା ସୂଚନା ଅନୁସାରେ ଗତ 2ତାରିଖ ମୁକେଶ ପାତ୍ର ନାମକ ଜଣେ ଡ୍ରାଇଭର ଯୁଯୁମୁରା ରୁ କାର ନେଇ ସମ୍ବଲପୁର ରେଳ ଷ୍ଟେସନ କୁ ଭଡା ରେ ଆସିଥିଲେ l ତେବେ ଏହି ସମୟରେ କ୍ଷେତରାଜପୁର ରେଳ ଷ୍ଟେସନ ରେ ଥିବା ଜଣେ ଓଟୋ ଚାଳକ ଵିଶାଲ ୟାଦବ ତାଙ୍କୁ ମାଡ଼ ମାରି ତାଙ୍କ କାର ନେଇ ଚାଲି ଯାଇଥିଲା l ଏନେଇ ଗାଡି ମାଲିକ କ୍ଷେତରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଆଜି ପୋଲିସ ଉକ୍ତ କାର ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସମ୍ବଲପୁର ସଦର ଏସଡିପିଓ ଅପରାହ୍ନ 4 ଟା ରେ ସୂଚନା ଦେଇଛନ୍ତି l

MORE NEWS