Public App Logo
Profile Picture

OMM MEDIA

@ommmedia
30Followers
3Following
ଆବର୍ଜନା ଜ୍ୱାଳା ରେ ଗୋବରୀ,ଆଶ୍ବସ୍ତି ପାଇଁ ଗୁହାରି।ପରିବେଶ ର ସୁରକ୍ଷା ଓ ସ଼୍ବଛତା ଆମ ଦାୟିତ୍ୱ ର ଆହ୍ବାନ।
ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହାରାଜଙ୍କ ୧୫୨ ତମ ଜନ୍ମ ଜୟନ୍ତୀ ପାଳିତ।
ଭଦ୍ରକ ରେ ମାଡି ଆସିଲା ହଟାତ ଭୟଙ୍କର ବନ୍ୟା ମହାଦେବ ସାହିରେ ପଶିଲା ପାଣୀ, <nis:link nis:type=tag nis:id=dhamnagar nis:value=dhamnagar nis:enabled=true nis:link/> <nis:link nis:type=tag nis:id=bhadraka nis:value=bhadraka nis:enabled=true nis:link/> <nis:link nis:type=tag nis:id=vairalpost nis:value=vairalpost nis:enabled=true nis:link/>
ସୋର ଥାନା ସବିରା ପଞ୍ଚାୟତ ଅନ୍ତର୍ଗତ ସବିରା ଗ୍ରାମ ଜେନା ସାହିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ହିନ୍ଦୋଳ ପୋଲିସ ଦ୍ୱାରା ଗୋରୁବୋଝେଇ ପିକଅପ ଜବତ,ଦୁଇ ଅଟକ।
ସିମୁଳିଆ ବିଧାୟକ ଙ୍କ ମହାନତା କାମକୁ ନେଈ ଅଞ୍ଚଳରେ ପ୍ରଶଂସାର ପାତ୍ର,
ଭାପୁର ଛକରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ଦ୍ୱାରା ଚୋରା ଦେଶୀ ମଦ ଯାଉଥିବା ଗାଡି ଜବତ।
ଠିଆ ହୋଇଥିବା ହାଇଓ୍ବା ପଛପଟେ ପିଟିଲା ସ୍କୁଟି,ସ୍କୁଟି ଚାଳକ ମୃତ୍ୟୁ।
ମହାବୀର କ୍ଲବ ଗଣେଶ ପୂଜା ଆଜ୍ଞା ଲଡ଼ୁ ୪୯ ହଜାର ଟଙ୍କାରେ ନିଲାମ।
ଏବେ ଦାଉ ସାଜିଛି କାଣୀ ନଦୀର ବନ୍ଧ ସାରା ଅଞ୍ଚଳ ଫୁଣି ଜଳ ମଗ୍ନ,
ଭ୍ରାମ୍ୟମାଣ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରେ ଲାଞ୍ଚ ନଦେବା ପାଇଁ  ଜନସାଧାରଣଙ୍କୂ କରାଯାଉଛି  ସଚେତନ।
କ୍ରୀଡ଼ା ଓ ପର୍ଯ୍ୟଟନର ବାର୍ତ୍ତା ନେଇ ଯାଜପୁରରେ ପ୍ରୋମୋ ଦୌଡ଼ ଆୟୋଜିତ,
ଜିଲ୍ଲା ସ୍ତରୀୟ ଶ୍ରମ ପର୍ଯ୍ୟବେକ୍ଷଣ ସମିତି ବୈଠକ,
ଏକ ପେଡ୍‌ ମା କେ ନାମ୍‌ ୩.୦ ଅଭିଯାନରେ ବୃକ୍ଷରୋପଣ।
ଦଶରଥପୁର ବ୍ଲକ ଅନ୍ତର୍ଗତ ପାଟଣା ଗ୍ରାମ ନିକଟ କାଣୀ ନଦୀ କୁଳିଆଙ୍କ କରୁଣ କାହାଣୀ,
ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ରେ ହୋଇଥିବା କାଣିନଦୀର କରୁଣ ଦୃଶ୍ୟ,
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା–୨୦୨୬/୨୭ ଅନୁଷ୍ଠିତ,
ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଛଳ ଗ୍ରାମ ଠାରେ ଖରସ୍ରୋତା ନଦୀ ବନ୍ଧ ଜରାର୍ଜିନ ଅବସ୍ଥାରେ,
ମାଳିଗୁଡା ଷ୍ଟେସନ ନିକଟରେ ଭାଙ୍ଗିଲା ହାଇ ଭୋଲ୍ଟେଜ ଟାୱାର,
ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଯାଜପୁର ଜିଲ୍ଲାପାଳ ଙ୍କ ଅଫିସ ର କନିଷ୍ଟ କିରାଣୀ ୪୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗ,
ଯାଜପୁର ଜିଲ୍ଲାରେ ସମବାୟ ସମିତିର ସଦସ୍ୟତା ସମ୍ପ୍ରସାରଣ ପାଇଁ ମେଗା ମେମ୍ବରସିପ୍ ଡ୍ରାଇଭ (MMD) ଅଭିଯାନର ଶୁଭାରମ୍ଭ,
ଜୀବନର କିଛି ମୁହୂର୍ତ୍ତ ଏମିତିବି ଆସେ,ନାଁ ସାହା ନାଁ ଭରସା,
ହିନ୍ଦୋଳ ଉପଖଣ୍ଡ ରେ ବାତ୍ୟା ଅର୍ଣ୍ନଵ ନେଲା ଜୀବନ। <nis:link nis:type=tag nis:id=vairalpost nis:value=vairalpost nis:enabled=true nis:link/> <nis:link nis:type=tag nis:id=ommmedianews nis:value=ommmedianews nis:enabled=true nis:link/>
ଅନୁଗୋଳ ଜିଲ୍ଲା ସାଇବର ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି।
ବିଞ୍ଝାରପୁର ଠାରେ ଖୁଲମ ଖୁଲା ଚାଲିଛି ବାଲି ଚାଲାନ,<nis:link nis:type=tag nis:id=vairalpost nis:value=vairalpost nis:enabled=true nis:link/> <nis:link nis:type=tag nis:id=ommmedianews nis:value=ommmedianews nis:enabled=true nis:link/>