ସାନାଖେମୁଣ୍ଡି: JNU ଯୌନ ନିର୍ଯାତନା ଅଭିଯୋଗ: ଶେରଗଡ଼ରେ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି
Sanakhemundi, Ganjam | Oct 13, 2026
JNUରେ ୧୧ ଜଣ ଛାତ୍ରୀଙ୍କ ପ୍ରତି ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଶେରଗଡ଼ରେ ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ। କଂଗ୍ରେସ ସାଂସଦ ଆଙ୍ଗୋମଚା ବିମଲ ଅକୋଇଜାମ ଓ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲେ କର୍ମୀ।