Public App Logo
ରାହାମା ଅଞ୍ଚଳରେ ସେକ୍ସ ରକେଟ ଠାବ, ରାହାମା ବଜାର ର ଏକ ପରିତ୍ୟକ୍ତ ଭଡାଘରେ ଅଚାନକ ଚଢାଉ କରି ସେକ୍ସ୍ ରାକେଟ ଠାବ ହୋଇଛି। ସେଠାରୁ ପୋଲିସ ତିନିଜଣ ଦେହ ଜୀବିଙ୍କ ସହିତ ଜଣେ ରାଣୀ ମହୁମାଛି ଏବଂ ଘର ମାଲିକଙ୍କୁ ଉଠାଇ ଆଣି ପୋଲିସ ତଦନ୍ତ କରୁଛି #highlightseveryone #highlights #tirtol #jagatsinghpur #Arnabnews - Naugaon News