#କୋରାପୁଟ_ପୋଲିସକୁ_ବଡ଼_ସଫଳତା
୪୦ରୁ ଊର୍ଦ୍ଧ୍ୱ ମାମଲାର ଅଭିଯୁକ୍ତ ଟୁନା ହରିଜନ ଜଗଦଲପୁରରୁ ଗିରଫ। ଟୁନା ସମେତ ମୋଟ ୯ ଜଣ ଗିରଫ। ଅଭିଯୁକ୍ତଙ୍କ ଠାରୁ ୨୬୦ ଗ୍ରାମ ସୁନା, ୧ କେଜି ୧୦୦ ଗ୍ରାମ ରୁପା, ଦେଶୀ ବନ୍ଧୁକ, ୨୦ଟି ଅଫୁଟା ଗୁଳି ସହ ବୋଲେରୋ, ବାଇକ୍ ଓ ଅଲ୍ଟୋ କାର ଜବତ।
💰 ଜବତ ସୁନାରୁପା ଅଳଙ୍କାରର ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ପୋଲିସ ସୂଚନା।
ଚୋରି ଓ ଡକାୟତି ଘଟଣାରେ ସମ୍ପୃକ୍ତ ବଡ଼ ଅପରାଧିକ ନେଟୱର୍କ ଉପରେ କୋରାପୁଟ ପୋଲିସର ଶକ୍ତ ଆଘାତ। 👏🚔
#KoraputPolice #CrimeNews #TunaHarijan #Koraput #OdishaNews #CrimeUpdate