#ବିକ୍ରମ_ଦେବ_ବିଶ୍ୱବିଦ୍ୟାଳୟରେ ଦୂର ହେବ ସମସ୍ୟା, ଛାତ୍ରଛାତ୍ରୀଙ୍କୁ ମିଳିବ ଉତ୍ତମ ପରିବେଶ
ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବା ସହ ବିଶ୍ୱବିଦ୍ୟାଳୟ ପରିସରକୁ ଅଧିକ ସୁନ୍ଦର, ସୁରକ୍ଷିତ ଓ ଛାତ୍ରବନ୍ଧବ କରିବା ଦିଗରେ ପଦକ୍ଷେପ ନିଆଯିବ।
ଶିକ୍ଷା ସହ ଛାତ୍ରଛାତ୍ରୀଙ୍କୁ ଉତ୍ତମ ପରିବେଶ, ଆବଶ୍ୟକ ସୁବିଧା ଓ ସୁରକ୍ଷିତ କ୍ୟାମ୍ପସ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ। ଏହା ଫଳରେ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ପାଇଁ ଏକ ସକାରାତ୍ମକ ଓ ଉତ୍ତମ ପରିବେଶ ସୃଷ୍ଟି ହେବ ବୋଲି ଆଶା।
📍 ଜୟପୁର | କୋରାପୁଟ
📲 ଏଭଳି ସ୍ଥାନୀୟ ଖବର ପାଇଁ ଆମ ପେଜକୁ Follow କରନ୍ତୁ।
#VikramDevUniversity #Jeypore #Koraput #Education #Students #News11Odia #OdishaNews