ଏମ୍.ୟୁ.ଜେ. ମାଲକାନଗିରି ଜିଲ୍ଲା କାର୍ଯ୍ୟକାରିଣୀ ନିର୍ବାଚନ ଶେଷ: ସଭାପତି ଭାବେ ନିର୍ବାଚିତ ହେଲେ ଦେବପ୍ରସାଦ ଦାସ I
ଏମ୍.ୟୁ.ଜେ. କାର୍ଯ୍ୟକାରିଣୀ ନିର୍ବାଚନ ସମ୍ପନ୍ନ ହୋଇଛି। ଜିଲ୍ଲାର ସମସ୍ତ ୭ଟି ବ୍ଲକରୁ ସଦସ୍ୟମାନେ ଉପସ୍ଥିତ ରହି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ଏହି ନିର୍ବାଚନରେ ଦେବପ୍ରସାଦ ଦାସ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।
#MUJ #Malkangiri #DailyMalkangiri #OdishaNews #Debaprasaddash
Malkangiri, Malkangiri | Oct 30, 2026