ବାରିପଦା ସଦର: ବାରିପଦାରେ ଖୋଲିଲା ନୂଆ ରେଷ୍ଟୁରାଣ୍ଟ 'ସିଲ୍ଭର୍ ସ୍ପୁନ୍', ମିଳିବ ମନପସନ୍ଦର ଓଡ଼ିଆ ଓ ଚାଇନିଜ୍ ଖାଦ୍ୟ
ବାରିପଦାର ବେଲଗଡ଼ିଆ ସ୍ଥିତ ଶ୍ରୀରାମ ପ୍ୟାଲେସ୍ ପରିସରରେ ଉଦ୍ଘାଟିତ ହେଲା ଉତ୍ତର ଓଡ଼ିଶାର ସର୍ବବୃହତ୍ ମଲ୍ଟି-କୁଇଜିନ୍ ରେଷ୍ଟୁରାଣ୍ଟ 'ସିଲ୍ଭର୍ ସ୍ପୁନ୍'। ଏଠାରେ ମାଟିହାଣ୍ଡି ମଟନ୍, ମୁଢ଼ି-ମାଂସ ଓ ଅନ୍ୟାନ୍ୟ ଚଟପଟା ଖାଦ୍ୟର ମଜା ନେଇପାରିବେ ଖାଦ୍ୟପ୍ରେମୀ।