ବାରିପଦା ସଦର: ବାରିପଦାରେ ପୁଣି ଆରମ୍ଭ ହେବ ବୁଲା କୁକୁରଙ୍କ ବନ୍ଧ୍ୟାକରଣ: ଏବିସି ସେଣ୍ଟର ପରିଦର୍ଶନ କଲେ ନଗରପାଳ
ବାରିପଦା ସହରରେ ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକିବା ପାଇଁ ପୌରପାଳିକା ପକ୍ଷରୁ ପ୍ରୟାସ। ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଏବିସି ସେଣ୍ଟର ପରିଦର୍ଶନ କରି ବନ୍ଧ୍ୟାକରଣ ଓ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦେଲେ ନିର୍ଦ୍ଦେଶ।