ବାରିପଦା ସଦର: ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତକୁ ବିରୋଧ: କଳା ପତାକା ପ୍ରଦର୍ଶନ ପାଇଁ ଚେତାବନୀ
ସାରନା ଧର୍ମ କୋଡ୍ ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲା ଆଦିବାସୀ ସେଙ୍ଗେଲ ଅଭିଯାନ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କଳା ପତାକା ପ୍ରଦର୍ଶନ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।