ବାରିପଦା ସଦର: ବାରିପଦା ଷ୍ଟେସନ ବଜାରରେ ବ୍ୟାଟେରୀ ସର୍ଭିସ ସେଣ୍ଟରରେ ଅଗ୍ନିକାଣ୍ଡ
ବାରିପଦା ଷ୍ଟେସନ ବଜାର ସ୍ଥିତ ଏକ ବ୍ୟାଟେରୀ ଗାଡ଼ି ସର୍ଭିସ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ। ସଟର କାଟି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ୨ଟି ଗାଡ଼ି ସହ ଫ୍ରୀଜ, ଏସି ଓ ବହୁ ସାମଗ୍ରୀ ଜଳି ପୋଡ଼ି ନଷ୍ଟ। ପୋଲିସର ତଦନ୍ତ ଜାରି।