ରାଇରଙ୍ଗପୁୁର: ରାଇରଙ୍ଗପୁରରେ ପ୍ରଥମ ଥର ପାଇଁ ପାଳିତ ହେଲା 67 ତମ ପୁଲିସ ଶହୀଦ ଦିବସ
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଚେରୀ ପଡ଼ିଆରେ ପାଳିତ ହୋଇଛି 67 ତମ ପୁଲିସ ଶହୀଦ ଦିବସ। ପୁଲିସ ଜିଲ୍ଲା ଗଠନ ପରେ ଏହା ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି। ଏସପି ସୁରେଶ ଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଅଧିକାରୀ ଓ ବୁଦ୍ଧିଜୀବୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।