ବାରିପଦା ସଦର: ମୟୁରଭଞ୍ଜ ଖୁଣ୍ଟାରେ ରାବଣ ପୋଡ଼ି ଓ ଲାଖବିନ୍ଧା ଉତ୍ସବ: ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ
ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକରେ ପାଳିତ ହୋଇଯାଇଛି ରାବଣ ପୋଡ଼ି। ଚର୍ତୁଶୀଳା ଦୁର୍ଗାପୂଜା କମିଟୀର ତେପନ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲାଖବିନ୍ଧା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା।