ଯାଜପୁର: ଉମାପଦା ସ୍ଥିତ କାର୍ଯ୍ୟାଳୟରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ଅନେକ ବ୍ୟକ୍ତିଗତ ଓ ସମୂହ ଅଭିଯୋଗର କରାଗଲା ସମାଧାନ
ଉମାପଦା ସ୍ଥିତ କାର୍ଯ୍ୟାଳୟ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର,ଅନେକ ବ୍ୟକ୍ତିଗତ ଓ ସମୂହ ଅଭିଯୋଗ ସମାଧାନ l ଆଜି କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ନିଜ କାର୍ଯ୍ୟାଳୟରେ ଏକ ଅଭିଯୋଗ ଶିବିର ଅନୁଷ୍ଠିତ ହେଇଯାଇଛି l ଏହି ଶିବିରରେ କୋରେଇ ବ୍ଲକର ବିଭିନ୍ନ ପଂଚାୟତ ଓ ପୌର ପରିଷଦ ବାସିନ୍ଦା ବିଧାୟକଙ୍କୁ ଭେଟି ନିଜ ନିଜର ସମୂହ ଓ ବ୍ୟକ୍ତି ଅଭିଯୋଗ କରିଥିଲେ l