#କୋରେଇ_ଥାନା_ପୂର୍ବକୋଟ_ଅଞ୍ଚଳରେ_ଗୁଳିମାଡ଼_ଘଟଣା।
ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କଲା କୋରେଇ ପୋଲିସ। ଅଭିଯୁକ୍ତ ମାନଙ୍କ ନିକଟରୁ ୨ ଟି ବନ୍ଧୁକ (ଗୋଟିଏ ଅସଲି, ଗୋଟିଏ ନକଲି), ଖୋକା, ୨ଟି ବାଇକ୍ ଓ ୨ ଟି ମୋବାଇଲ ଜବତ କରାଯାଇଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶିତିକଣ୍ଠ କାନୁନଗୋ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଯାଜପୁର।
#PRESSMEET
#CRIMENEWS
#KOREIFIREING
#SIDDHIKAANTHAKANUNGO
#IICKOREI
#KORAEIIIC
#SPJAJPUR
#KOREI
#JAJPUR
#ASMITAKHABAR
Jajapur, Jajpur | Jun 24, 2026