Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

#ଶଙ୍ଖ_ଭବନରେ_ସୁଜାତା #ନବୀନ_ପଟ୍ଟନାୟକଙ୍କ_ଦଳୀୟ_ଉତ୍ତରୀୟ_ପକାଇ_ବିଜୁ_ଜନତା_ଦଳରେ_ସାମିଲ_କଲେ । ଉପସ୍ଥିତି ଥିଲେ ବହୁ ନେତା । #SujataPandian #SujataRout #NaveenPatanaik #BijuJanataDal #sankhabhaban #AUSMITAKHABAR

Jajapur, Jajpur | Jun 25, 2026

MORE NEWS

#ଓଡ଼ିଶା_ଜନତା_କଂଗ୍ରେସର_ରାଜ୍ୟ_କମିଟି_ଘୋଷଣା_କଲେ_ସଭାପତି_ମହମ୍ମଦ_ମୋକିମ୍
 ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ପ୍ରଥମ ରାଜ୍ୟ କମିଟି ଘୋଷଣା କରାଯାଇଛି । କମିଟିରେ ସ୍ଥାନ ପାଇଲେ ୬ ଉପ-ସଭାପତି, ୧୦ ସାଧାରଣ ସମ୍ପାଦକ, ୧୦ ସମ୍ପାଦକ । 
ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଞ୍ଜିତା ରାଉତଙ୍କ ଭଳି ବରିଷ୍ଠ ନେତୃତ୍ବମାନେ ସ୍ଥାନ ପାଇଛନ୍ତି ।  
ବଡ଼ଚଣା ରୁ ସାଧାରଣ ସମ୍ପାଦକ ସଞ୍ଜୟ ରାୟ ଓ ସମ୍ପାଦକ ଭାବେ ଦିଲ୍ଲୀପ୍ ରାଉତ ନିଯୁକ୍ତ କରାଯାଇଛି। 
#OJC
#ଓଡିଶା_ଜନତା_କଂଗ୍ରେସର
#MohhamedMoquim 
#IndiaNews 
#OdishaNews 
#ASMITAKHABAR

#ଓଡ଼ିଶା_ଜନତା_କଂଗ୍ରେସର_ରାଜ୍ୟ_କମିଟି_ଘୋଷଣା_କଲେ_ସଭାପତି_ମହମ୍ମଦ_ମୋକିମ୍ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ପ୍ରଥମ ରାଜ୍ୟ କମିଟି ଘୋଷଣା କରାଯାଇଛି । କମିଟିରେ ସ୍ଥାନ ପାଇଲେ ୬ ଉପ-ସଭାପତି, ୧୦ ସାଧାରଣ ସମ୍ପାଦକ, ୧୦ ସମ୍ପାଦକ । ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଞ୍ଜିତା ରାଉତଙ୍କ ଭଳି ବରିଷ୍ଠ ନେତୃତ୍ବମାନେ ସ୍ଥାନ ପାଇଛନ୍ତି । ବଡ଼ଚଣା ରୁ ସାଧାରଣ ସମ୍ପାଦକ ସଞ୍ଜୟ ରାୟ ଓ ସମ୍ପାଦକ ଭାବେ ଦିଲ୍ଲୀପ୍ ରାଉତ ନିଯୁକ୍ତ କରାଯାଇଛି। #OJC #ଓଡିଶା_ଜନତା_କଂଗ୍ରେସର #MohhamedMoquim #IndiaNews #OdishaNews #ASMITAKHABAR

Jajapur, Jajpur | Jun 26, 2026

#କୋରେଇ_ଥାନା_ପୂର୍ବକୋଟ_ଅଞ୍ଚଳରେ_ଗୁଳିମାଡ଼_ଘଟଣା। 
ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କଲା କୋରେଇ ପୋଲିସ। ଅଭିଯୁକ୍ତ ମାନଙ୍କ ନିକଟରୁ ୨ ଟି ବନ୍ଧୁକ (ଗୋଟିଏ ଅସଲି, ଗୋଟିଏ ନକଲି), ଖୋକା, ୨ଟି ବାଇକ୍ ଓ ୨ ଟି ମୋବାଇଲ ଜବତ କରାଯାଇଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ଶିତିକଣ୍ଠ କାନୁନଗୋ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଯାଜପୁର। 
#PRESSMEET
#CRIMENEWS 
#KOREIFIREING 
#SIDDHIKAANTHAKANUNGO
#IICKOREI
#KORAEIIIC
#SPJAJPUR
#KOREI
#JAJPUR
#ASMITAKHABAR

#କୋରେଇ_ଥାନା_ପୂର୍ବକୋଟ_ଅଞ୍ଚଳରେ_ଗୁଳିମାଡ଼_ଘଟଣା। ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କଲା କୋରେଇ ପୋଲିସ। ଅଭିଯୁକ୍ତ ମାନଙ୍କ ନିକଟରୁ ୨ ଟି ବନ୍ଧୁକ (ଗୋଟିଏ ଅସଲି, ଗୋଟିଏ ନକଲି), ଖୋକା, ୨ଟି ବାଇକ୍ ଓ ୨ ଟି ମୋବାଇଲ ଜବତ କରାଯାଇଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶିତିକଣ୍ଠ କାନୁନଗୋ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଯାଜପୁର। #PRESSMEET #CRIMENEWS #KOREIFIREING #SIDDHIKAANTHAKANUNGO #IICKOREI #KORAEIIIC #SPJAJPUR #KOREI #JAJPUR #ASMITAKHABAR

Jajapur, Jajpur | Jun 24, 2026

#କୋରେଇରେ_ଗୁଳି।
#ଫିଲ୍ମ_ଷ୍ଟାଇଲରେ_ଆସିଲେ_ଗୁଳି_ମାଡ_କଲେ_ଚାଲିଗଲେ । ପୋଲିସ୍ ଖୋକା ଓ ବାଇକ୍ ଜବତ୍ କରି ଚଳାଇଛି ତଦନ୍ତ । ଘଟଣା ଘଟିଛି ପୂର୍ବକୋଟ୍ ତେଲେଙ୍ଗାବସ୍ତି କାଳଜୟୀ ହାଇସ୍କୁଲ ନିକଟରେ। ଗତ କାଲି ଦିନ ଦ୍ବିପହରରେ ଘଟିଛି ଏହି ଘଟଣା। 
#CRIMENEWS 
#KOREIFIREING 
#TELENGABASTI
#IICKOREI
#KORAEIIIC
#SPJAJPUR
#KOREI
#JAJPUR
#ASMITAKHABAR

#କୋରେଇରେ_ଗୁଳି। #ଫିଲ୍ମ_ଷ୍ଟାଇଲରେ_ଆସିଲେ_ଗୁଳି_ମାଡ_କଲେ_ଚାଲିଗଲେ । ପୋଲିସ୍ ଖୋକା ଓ ବାଇକ୍ ଜବତ୍ କରି ଚଳାଇଛି ତଦନ୍ତ । ଘଟଣା ଘଟିଛି ପୂର୍ବକୋଟ୍ ତେଲେଙ୍ଗାବସ୍ତି କାଳଜୟୀ ହାଇସ୍କୁଲ ନିକଟରେ। ଗତ କାଲି ଦିନ ଦ୍ବିପହରରେ ଘଟିଛି ଏହି ଘଟଣା। #CRIMENEWS #KOREIFIREING #TELENGABASTI #IICKOREI #KORAEIIIC #SPJAJPUR #KOREI #JAJPUR #ASMITAKHABAR

Jajapur, Jajpur | Jun 22, 2026