କଟକ ବାଲିଯାତ୍ରାରେ ଅଭାବନୀୟ ଦୃଶ୍ୟ। ଆମ୍ବୁଲାନ୍ସ ନମିଳିବାରୁ ପିସିଆର ଭ୍ୟାନରେ ହସ୍ପିଟାଲ ଗଲେ ରୋଗୀ। ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ନେଇ ଉଠିଲା ପ୍ରଶ୍ନ।