ଗତ କାଲି ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଏବଂ ଭୋଗରାଇ ନିର୍ବାଚନ ମଣ୍ଡଳୀର ସମସ୍ତ କଲେଜ ରେ ଛାତ୍ର ସଂସଦ ନିର୍ବାଚନ ରେ ବିଜୟୀ ପ୍ରତିନିଧି ଦଳର ବିଧାୟକ ତଥା ନେତୃବୃନ୍ଦଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ସୌଜନ୍ୟମୂଳକ ସାକ୍ଷାତ l ଏହା ସହିତ ଶଙ୍ଖ ଭାବନ ଠାରେ ଆମ ଦଳର ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁଜାତା ରାଉତ ଙ୍କୁ ମଧ୍ୟ ସାକ୍ଷାତ l
Biju Janata Dal Odisha
Naveen Patnaik
Sujata Rout Karthikeyan
Dr.Lekhasri Samantsinghar Jyoti Prakash Panigrahi Ipshitaa Sahoo Manmath Kumar Routray
#Balasore
Basta, Balasore | Nov 11, 2026