ମଝି ରାସ୍ତାରେ ଟାୟାର ଫାଟି ଓଲଟି ପଡ଼ିଲା ଷ୍ଟିଲ ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। କାଲିମେଳା ଥାନା ଅଧିନସ୍ଥ ଏମଭି ୨୩ ନମ୍ବର ଗାଁ ନିକଟ, ମାଲକାନଗିରି _ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତି ଗଲେ ଟ୍ରକ୍ ଡ୍ରାଇଭର। ଆଇରନ୍ ବୋଝେଇ ଟ୍ରକ ର ଟାୟାର ଫାଟି ଭାରସାମ୍ୟ ହରାଇ ଟ୍ରକଠି ରାସ୍ତା ପାର୍ଶ୍ବରେ ସମ୍ପୂର୍ଣ୍ଣ ଓଲଟି ପଡ଼ିଛି।
#Roadaccident #Malkangiri #Odisha