କାଶୀପୁର: ରାୟଗଡ଼ା: ପାଟିରେ ମାଂସପିଣ୍ଡୁଳା, ଚିକିତ୍ସା ପାଇଁ ସାହାଯ୍ୟ ଅପେକ୍ଷାରେ ୯ ବର୍ଷର ଦଶମିତା
ରାୟଗଡ଼ା ଜିଲା କାଶୀପୁରର ୯ ବର୍ଷର ଶିଶୁକନ୍ୟା ଦଶମିତା ମୁହଁରେ ମାଂସପିଣ୍ଡୁଳା ରୋଗରେ ପୀଡ଼ିତ। ବାପାଙ୍କ ମୃତ୍ୟୁ ପରେ ପରିବାର ଦାରିଦ୍ର୍ୟ ସହ ସଂଗ୍ରାମ କରୁଛି। ଆର୍ଥିକ ଅଭାବରୁ ଚିକିତ୍ସା କରାଇ ପାରୁନାହାନ୍ତି ମାଆ।