Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड

ରାଉରକେଲା ମ୍ୟୁନିସିପାଲଟି: ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି...

ମାର୍ଚ୍ଚ ୮ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନର ଅଷ୍ଟମ ବାର୍ଷିକ ଉତ୍ସବ ଛେଣ୍ଡ କଳିଙ୍ଗ ବିହାର ଶିବମନ୍ଦିର ଠାରେ ପାଳିତ ହୋଇଥିବା ଅବସରରେ ଆସୋସିଏସନର ସଭାପତି ବିଶ୍ଵମୋହନ ପଟନାୟକ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଡ଼. ସୁମନ ଦତ୍ତଙ୍କ ସଂଯୋଜନାରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦଘାଟନ କରୁଥିବା ବେଳେ ପଶ୍ଚିମାଞ୍ଚଳ ଡ଼ି.ଆଈ.ଜି. ବ୍ରିଜେଶ କୁମାର ରାୟ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରି ଥିଲେ,

MORE NEWS