Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket

ମାଲକାନଗିରି: ସିପିଆଇଏମ୍ ଜିଲ୍ଲା ସମ୍ପାଦକ ବ୍ରଜ ମାଝୀଙ୍କ ଦେହାନ୍ତ ପରେ ବିଶାଳ ଶୋଭାଯାତ୍ରା ରେ ତାଙ୍କର ମର ଶରୀର ନେଇ ହେଲା ଶେଷ କୃତ୍ୟ

MORE NEWS

ମାଲକାନଗିରି : ଅଯୋଧ୍ୟାରୁ ରାମେଶ୍ୱରମ୍: ସନ୍ଥ ସୀତାରମଣ ଦାସଙ୍କ ଅନନ୍ୟ ଆଧ୍ୟାତ୍ମିକ ପଦଯାତ୍ରା । ​ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଭୂମି ଅଯୋଧ୍ୟାରୁ ବାହାରିଛନ୍ତି ସନ୍ଥ ସୀତାରମଣ ଦାସ। ହାତରେ ଚିତ୍ରକୁଟର ମନ୍ଦାକିନୀ ଓ ପବିତ୍ର ଗଙ୍ଗା ନଦୀର ଜଳ, ଆଉ ମନରେ ଦୃଢ଼ ସଂକଳ୍ପ ୬୫ଟି ପବିତ୍ର ଶିବଲିଙ୍ଗରେ ଜଳାଭିଷେକ କରିବା।

#Malkangiri

ମାଲକାନଗିରି : ଅଯୋଧ୍ୟାରୁ ରାମେଶ୍ୱରମ୍: ସନ୍ଥ ସୀତାରମଣ ଦାସଙ୍କ ଅନନ୍ୟ ଆଧ୍ୟାତ୍ମିକ ପଦଯାତ୍ରା । ​ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଭୂମି ଅଯୋଧ୍ୟାରୁ ବାହାରିଛନ୍ତି ସନ୍ଥ ସୀତାରମଣ ଦାସ। ହାତରେ ଚିତ୍ରକୁଟର ମନ୍ଦାକିନୀ ଓ ପବିତ୍ର ଗଙ୍ଗା ନଦୀର ଜଳ, ଆଉ ମନରେ ଦୃଢ଼ ସଂକଳ୍ପ ୬୫ଟି ପବିତ୍ର ଶିବଲିଙ୍ଗରେ ଜଳାଭିଷେକ କରିବା। #Malkangiri

Malkangiri, Malkangiri | Aug 10, 2026

ମାଲକାନଗିରି : ସହିଦ ନରସିଂହ ଡ଼ମ ସମାଜର ସଦସ୍ୟମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଡ଼ମ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଓ ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।

#Malkangiri

ମାଲକାନଗିରି : ସହିଦ ନରସିଂହ ଡ଼ମ ସମାଜର ସଦସ୍ୟମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଡ଼ମ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଓ ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। #Malkangiri

Malkangiri, Malkangiri | Aug 9, 2026

#KBC_ମଞ୍ଚରେ_ମାଲକାନଗିରି_ଆଦିବାସୀ_ଝିଅ 
ମାଲକାନଗିରିର ଝିଅ ଜୟନ୍ତୀ ବୁରୁଦାଙ୍କ KBC ହଟ୍ ସିଟ୍ ଯାତ୍ରା। ଦେଶର ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଲେ ଜୟନ୍ତୀ। ଆଦିବାସୀ ସମାଜ ପାଇଁ ତାଙ୍କ ସାମାଜିକ କାର୍ଯ୍ୟ ଆଜି ମାଲକାନଗିରିକୁ ଗର୍ବିତ କରିଛି। 
#JayantiBuruda #Malkangiri #KBC #Odisha #TribalPride

#KBC_ମଞ୍ଚରେ_ମାଲକାନଗିରି_ଆଦିବାସୀ_ଝିଅ ମାଲକାନଗିରିର ଝିଅ ଜୟନ୍ତୀ ବୁରୁଦାଙ୍କ KBC ହଟ୍ ସିଟ୍ ଯାତ୍ରା। ଦେଶର ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଲେ ଜୟନ୍ତୀ। ଆଦିବାସୀ ସମାଜ ପାଇଁ ତାଙ୍କ ସାମାଜିକ କାର୍ଯ୍ୟ ଆଜି ମାଲକାନଗିରିକୁ ଗର୍ବିତ କରିଛି। #JayantiBuruda #Malkangiri #KBC #Odisha #TribalPride

Malkangiri, Malkangiri | Aug 9, 2026