ଜିଲ୍ଲା ବିଜେଡି ପକ୍ଷରୁ ନବନିଯୁକ୍ତ ଯୁବ, ଛାତ୍ର ଓ ମହିଳା ଜିଲ୍ଲା କମିଟିର ପଦାଧିକାରୀଙ୍କୁ ନେଇ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ। ଜିଲ୍ଲା ସଂଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ନୂତନ ପଦାଧିକାରୀଙ୍କୁ ଦିଆଯାଇଛି ସ୍ୱାଗତ ସମ୍ବର୍ଦ୍ଧନା।
#BJD #Malkangiri #OdishaPolitics #DailyMalkangiri
Malkangiri, Malkangiri | Nov 25, 2026