#ନିଜ_ଆରାଧ୍ୟ_ଦେବୀଙ୍କ_ଆରାଧନାରେ_ମାତିଲେ_ମାଲକାନଗିରିର_କିନ୍ନର_ସମାଜ ମାଲକାନଗିରି_ଜିଲ୍ଲା_ମାଉଳି_ମନ୍ଦିର_ଠାରେ_କିନ୍ନର_ମାନଙ୍କ_ଦ୍ୱାରା_ପ୍ରତିବର୍ଷ ମୂର୍ଗିମାତା ପୂଜା ବେଶ ଧୁମ୍ ଧାମ ରେ ପାଳନ କରିଲା ଭଳି ଏହି ବର୍ଷ ମଧ୍ୟ ଏହି ପୂଜାକୁ ବେଶ ଆଡ଼ମ୍ବର ସହକାରେ ପାଳନ କରୁଛନ୍ତି । ଜିଲ୍ଲାରେ ଥିବା ସମସ୍ତ କିନ୍ନର ଏହି ପୂଜା ରେ ଅଂଶ ଗ୍ରହଣ କରି ନିଜ ଆରାଧ୍ୟ ଦେବୀ ଙ୍କୁ ଶ୍ରଦ୍ଧା ରେ ପୂଜା କରୁଛନ୍ତି ।