ଝିପିଝିପି ବର୍ଷା, କାଦୁଅ ପଚପଚ ପଡ଼ିଆ… ତଥାପି ଉତ୍ସାହରେ କମିନି!
ଝିପିଝିପି ବର୍ଷା ଓ କାଦୁଅ ପଚପଚ ପଡ଼ିଆ ମଧ୍ୟରେ କୋରାପୁଟ ପୋଲିସ ପଡ଼ିଆରେ ଅନୁଷ୍ଠିତ ହୋଇଛି ଜିଲ୍ଲା ସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ପ୍ୟାରେଡ୍।
ବର୍ଷାକୁ ଖାତିର ନକରି ପ୍ୟାରେଡ୍ରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅପାର ଉତ୍ସାହ ଓ ଦେଶପ୍ରେମ। ବର୍ଷାରେ ଭିଜି ମଧ୍ୟ ଶୃଙ୍ଖଳା ଓ ଉତ୍ସାହର ସହ ପ୍ୟାରେଡ୍ରେ ଭାଗ ନେଇଛନ୍ତି ଛାତ୍ରଛାତ୍ରୀ।
🌧️ ବର୍ଷା ହାରିଗଲା, ଦେଶପ୍ରେମ ଜିତିଗଲା! 🇮🇳
#IndependenceDay #Koraput #KoraputNews #80thIndependenceDay #Parade #କୋରାପୁଟ