ରାୟଗଡା: ଗଜପତି: ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ବାତ୍ୟା ଅର୍ଣ୍ଣବ ଓ ବର୍ଷା ପରେ ଗଜପତି ରାୟଗଡ଼ ବ୍ଲକରେ ବନ୍ୟା ସ୍ଥିତି । ସିଂଙ୍ଗିପୁର ଗ୍ରାମ ଓ ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ।