ଅଡବା: ଅଡ଼ବାରେ ପୁଲିସର ଚଢ଼ଉ: ବିପୁଳ ମଦ ଓ ବିୟର ଜବତ, ୨ ଗିରଫ
Adava, Gajapati | Oct 31, 2026 ଗଜପତି ଜିଲ୍ଲା ଅଡ଼ବା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ୨୦ ଲିଟର ୬୪୦ ମିଲିଲିଟର ମଦ ଓ ବିୟର ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଆଇନର ଧାରା ୫୨(କ) ଅନୁଯାୟୀ ମାମଲା ରୁଜୁ ହୋଇଛି।