ରାୟଗଡା: ଗଜପତି: ମଣ୍ଡଳସାହି-ଜିରାଙ୍ଗ ରାସ୍ତା ସ୍ୱାଭାବିକ, ଲେଡ଼ାବନ୍ଧ ସେତୁ ମରାମତି କାର୍ଯ୍ୟ ଜାରି
ଗଜପତି ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ପରେ ରାସ୍ତାଘାଟ ଓ ସେତୁର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ । ମଣ୍ଡଳସାହି-ଜିରାଙ୍ଗ ରାସ୍ତା ଚଳାଚଳ ଉପଯୋଗୀ ହୋଇଥିବା ବେଳେ ମୋହନା ନିକଟସ୍ଥ ଲେଡ଼ାବନ୍ଧ ସେତୁ ମରାମତି କାର୍ଯ୍ୟ ଜାରି ରହିଛି।