Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh
Haryana

ଆନନ୍ଦପୁର: ଆନନ୍ଦପୁର ପଞ୍ଚାୟତସମିତିରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ସାଂସଦ

Anandapur, Kendujhar | Nov 27, 2025
ଆନନ୍ଦପୁର ପଞ୍ଚାୟତ ସମିତିର ସଭାଗୃହ ଠାରେ ଆଜି ଦିନ ୧୨ଟା ବେଳ  ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ବିଡ଼ିଓ ମନୋଜ କୁମାର ମହାନ୍ତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭ ପ୍ରକାଶ ସାହୁଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତି ଥିଲେ।

MORE NEWS

କେନ୍ଦୁଝର ଜିଲ୍ଲାରେ ହେଉଥିବା ରଜ ମହୋତ୍ସବ ରେ ଅଳତୀ ଗାଁର ରଜମହୋତ୍ସବ ନିଆରା,ସରିଲା କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଳତୀ ରଜ ମହୋତ୍ସବ,ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଇଷ୍ଟର୍ନ ମିଡ଼ିଆ ମୁଖ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ।
#rajamahotsav #odiaparampara #SoumyaRanjanPatnaik #sambad #KanakNews  #alati #ghasipura #anandapur #kendujhar #odisha #kendujharhalchal

କେନ୍ଦୁଝର ଜିଲ୍ଲାରେ ହେଉଥିବା ରଜ ମହୋତ୍ସବ ରେ ଅଳତୀ ଗାଁର ରଜମହୋତ୍ସବ ନିଆରା,ସରିଲା କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଳତୀ ରଜ ମହୋତ୍ସବ,ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଇଷ୍ଟର୍ନ ମିଡ଼ିଆ ମୁଖ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ। #rajamahotsav #odiaparampara #SoumyaRanjanPatnaik #sambad #KanakNews #alati #ghasipura #anandapur #kendujhar #odisha #kendujharhalchal

Anandapur, Kendujhar | Jun 18, 2026

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ବେଲସୁନ୍ଦରୀ ଗ୍ରାମରେ ଆଜି ମା'ପାଇଁ ଗଛଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ,ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗ ଦେଇଥିଲେ।
#maapaigachatia #AnantaNayak #belasundari #ghasipura 
#anandapur #kendujhar #Odisha #kendujharhalchal

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ବେଲସୁନ୍ଦରୀ ଗ୍ରାମରେ ଆଜି ମା'ପାଇଁ ଗଛଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ,ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗ ଦେଇଥିଲେ। #maapaigachatia #AnantaNayak #belasundari #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 17, 2026

ରାମଚନ୍ଦ୍ରପୁର ଥାନାରେ ପହଞ୍ଚି ପରିସ୍ଥିତି ପରଖିଲେ କେନ୍ଦୁଝର ଏସ୍.ପି ଏବଂ ଡି.ଆଇ.ଜି,ଭିତ୍ତି ଭୂମିର ଅଭାଵ, ପେଟ୍ରୋଲିଙ୍ଗ ଭଳି ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଏହାର ସମଧାନ ପାଇଁ  ପ୍ରତିସ୍ମୃତି ଦେଲେ ଡି.ଆଇ.ଜି।
#spkeonjhar #ramachandrapurpolice #OdishaPolice #ghasipura
#anandapur #kendujhar #Odisha #kendujharhalchal

ରାମଚନ୍ଦ୍ରପୁର ଥାନାରେ ପହଞ୍ଚି ପରିସ୍ଥିତି ପରଖିଲେ କେନ୍ଦୁଝର ଏସ୍.ପି ଏବଂ ଡି.ଆଇ.ଜି,ଭିତ୍ତି ଭୂମିର ଅଭାଵ, ପେଟ୍ରୋଲିଙ୍ଗ ଭଳି ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଏହାର ସମଧାନ ପାଇଁ ପ୍ରତିସ୍ମୃତି ଦେଲେ ଡି.ଆଇ.ଜି। #spkeonjhar #ramachandrapurpolice #OdishaPolice #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 17, 2026