Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବଡ଼ପଦନା ଖଣ୍ଡୁରୀମାତା ଉଚ୍ଚ ବିଦ୍ୟାଳୟର କନିଷ୍ଠ କିରାଣୀଙ୍କ ବଦଳିକୁ ବିରୋଧ କରି ଫାଟକରେ ତାଲା ପକାଇ ଧାରଣାରେ ବସିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ। #Strike #Student #badapadana #ghasipura #kendujhar #Odisha #BEOghasipura #DEOkendujhar #Education #CMOodisha #kendujharhalchal

Anandapur, Kendujhar | Jun 23, 2026

MORE NEWS

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଘସିପୁରା ବ୍ଲକ ମଛାଳୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।
#BikasaraDharaOdishaSara  #CMOOdisha #BJPOdisha
#machhalo #ghasipura #kendujhar #Odisha
#kendujharhalchal

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଘସିପୁରା ବ୍ଲକ ମଛାଳୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ। #BikasaraDharaOdishaSara #CMOOdisha #BJPOdisha #machhalo #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 23, 2026

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଅନ୍ତର୍ଗତ କଇଁସିଆରୀ ଗ୍ରାମର ଗୌଡିଓ ମଠ ପରିସରରେ ପ୍ରଭୁ ଜଗନ୍ନାଥଙ୍କ ଏକ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି।
#jagannathtemple #Kainsiari #gadabandhogoda #ghasipura 
#kendujhar #Odisha #kendujharhalchal

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଅନ୍ତର୍ଗତ କଇଁସିଆରୀ ଗ୍ରାମର ଗୌଡିଓ ମଠ ପରିସରରେ ପ୍ରଭୁ ଜଗନ୍ନାଥଙ୍କ ଏକ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି। #jagannathtemple #Kainsiari #gadabandhogoda #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 23, 2026

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଛାଳୋ ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଙ୍କୁ ପଦଚ୍ୟୁତ ଓ ହେଡ଼ କ୍ଲର୍କ ଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦ ରେ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ଧାରଣା।
#Strike #Student #Machhalo #ghasipura #kendujhar #Odisha #BEOghasipura #DEOkendujhar #Education #CMOodisha #kendujharhalchal

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଛାଳୋ ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଙ୍କୁ ପଦଚ୍ୟୁତ ଓ ହେଡ଼ କ୍ଲର୍କ ଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦ ରେ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ଧାରଣା। #Strike #Student #Machhalo #ghasipura #kendujhar #Odisha #BEOghasipura #DEOkendujhar #Education #CMOodisha #kendujharhalchal

Anandapur, Kendujhar | Jun 23, 2026