ଶେଷ ହେଲା ଘସିପୁରା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ,ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର କିପରି ସଫଳ ରୂପାୟନ ହେବ ତାହା କୁ କେନ୍ଦ୍ରକରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ଅତିଥି ମାନେ ପ୍ରକାଶ କରିଛନ୍ତି।
#BikasaraDharaOdishaSara #CMOOdisha #BJPOdisha
#ghasipurablock #ghasipura #kendujhar #Odisha
#kendujharhalchal
Anandapur, Kendujhar | Jun 24, 2026