ମନମୁଣ୍ଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୨ଟି ଦେଶୀ ପିସ୍ତଲ ଓ ୨ଟି ବାଇକ୍ ସହ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ୨ଟି ବେଆଇନ ଦେଶୀ ପିସ୍ତଲ ଏବଂ ୨ଟି ବାଇକ୍ ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି। ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ଏହି ବେଆଇନ ମାରଣାସ୍ତ୍ର କାରବାର ପଛରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍
#BoudhPolice #ManamundaPS #CrimeUpdate #OdishaPolice #Seizure #guncontrolparadise
Baudh Sadar, Boudh (Bauda) | Jun 29, 2026