ବୌଦ୍ଧ ଜିଲ୍ଲାପାଳଙ୍କ ବ୍ୟାପକ କ୍ଷେତ୍ର ପରିଦର୍ଶନ: ମଣ୍ଡି, ପଞ୍ଚାୟତ, ବିଦ୍ୟାଳୟ ଓ ରାସ୍ତା କାର୍ଯ୍ୟର ସମୀକ୍ଷା ବୌଦ୍ଧ, ୨୯ ଜୁନ୍:
ବୌଦ୍ଧ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଆଜି ଏକ ବଡ଼ ପଦକ୍ଷେପ ଦେଖିବାକୁ ମିଳିଛି। ବରଗୋଛା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ପରେ, ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ କଣ୍ଟାମାଳ ବ୍ଲକର ବିଭିନ୍ନ ସରକାରୀ ପ୍ରକଳ୍ପ ଓ ଅନୁଷ୍ଠାନର କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।
#Boudh #BoudhDistrict #DistrictCollector #FieldVisit #Kantamal #DevelopmentWorks #PublicGrievance #OdishaNews #ArgusNews #ArgusNews