ଜନ ସାଧାରଣଙ୍କ ଅତି ଜରୁରୀ ଥିବା ସ୍ୱାସ୍ଥ୍ୟ ବିଭାଗର କାକଟପୁର ବାଲିଦୋକାନ ମେଡ଼ିକାଲ ଜମିକୁ କିଛି ଅସାଧୁ ବ୍ୟକ୍ତି ଜବରଦଖଲ କରି ବିକ୍ରି କରି ସାରିଲେଣି; ଗଛ ମଧ୍ଯ କଟା ଯାଉଛି। ସବୁ ଦେଖି ଚୁପ୍ ଅଛନ୍ତି ସ୍ଥାନୀୟ ଲୋକେ ଓ ପ୍ରଶାସନ। Puri District Admin CMO Odisha The Ministry of Health Tusharkanti Behera Prabhati Parida Bibhu Prasad Tarai Mohan Charan Majhi
Konark, Puri | Sep 9, 2026