ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବେଳାଭୁମି ସଫେଇ ଦିବସ ପାଳିତ।
ପୁରୀ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ କୋଣାର୍କ ଏନଏସି ପକ୍ଷରୁ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏନଏସି କର୍ମଚାରୀଙ୍କ ସହ ସ୍ୱଚ୍ଛ କର୍ମଚାରୀ, ସ୍କୁଲ୍ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ବନ କର୍ମଚାରୀ ଓ ସାମ୍ବାଦିକ ମାନେ ଯୋଗଦେଇ ବେଳାଭୁମି ସଫେଇ କରିବା ସହ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଶପଥ ପାଠ କରିଥିଲେ। କୋଣାର୍କ ଖବର।
ରିପୋର୍ଟ୍ - ଜ୍ଞାନ ରଞ୍ଜନ ବିଶ୍ଵାଳ।
#CoastalCleanupDay #chandrabhaga #puri
Puri District Admin କୋଣାର୍କ ଖବର - Konark Khabara
Konark, Puri | Sep 15, 2026