Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ବୌଦ୍ଧ ସଦର: ଆସନ୍ତା ଦୁଇଦିନ ଧରି ବୌଦ୍ଧ ଜିଲ୍ଲାରେ 16ଡିଗ୍ରୀ ରହିବା ନେଇ ପାଣିପାଗ ବିଭାଗ ର ପୂର୍ବମାନ

ଆସନ୍ତା ଦୁଇଦିନ ଧରି ବୌଦ୍ଧ ଜିଲ୍ଲାରେ 16ଡିଗ୍ରୀ ରହିବା ନେଇ ପାଣିପାଗ ବିଭାଗ ର ପୂର୍ବମାନ ବୌଦ୍ଧ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତି ହେଉଛି ସକାଳ 9ଘଣ୍ଟା ପର୍ଯ୍ୟନ୍ତ କୁହୁଡି ଢାଙ୍କି ରଖିଛି ଇଁ ତେବେ ଏଠି ପାଇଁ ସକାଳ 10ଘଣ୍ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ହୋଈଥିବା ବେଳେ ପ୍ରବଳ ଶୀତ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ଏପଟେ ଆଜି 5ଘଣ୍ଟା ସମୟ ରେ ପାଣି ପାଗର ସୂଚନା ଅନୁସାରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ 16ଡିଗ୍ରୀ ତାପମାତ୍ରା ରହିବା ନେଇ ପୂର୍ବମାନ କରିଛି

MORE NEWS

ବୌଦ୍ଧରେ ବିଳମ୍ବିତ ରାତିରେ ଚୋରି: ସିସିଟିଭିରେ କଏଦ ହେଲା ଚୋରର କାରନାମା 
​ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଗ୍ରାମରୁ ଏକ ଚୋରି ମାମଲା ସାମ୍ନାକୁ ଆସିଛି। ଗ୍ରାମର ଉମେଶ ସାହୁଙ୍କ ଘରେ ଭଡ଼ାରେ ରହୁଥିବା ଟିପିଏସଓଡିଏଲ (TPSODL) ର ଜଣେ ଠିକାଦାର କେଶବ ଚନ୍ଦ୍ର ସାହୁଙ୍କ ଘରେ ପଶି ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ କାଣ୍ଡ ଭିଆଇଛନ୍ତି।
ଘରୁ ନଗଦ ୩୦ ହଜାର ଟଙ୍କା ସହିତ ୨ଟି ଦାମୀ ମୋବାଇଲ ଫୋନ୍ ଚୋରି ହୋଇଥିବା ସୂଚନା ମିଳିଛି।
​ଏହି ସମ୍ପୂର୍ଣ୍ଣ ଚୋରିର ଦୃଶ୍ୟ ଘରେ ଲାଗିଥିବା ସିସିଟିଭି (CC Camera) ରେ କଏଦ ହୋଇଛି। ଏ ନେଇ କେଶବ ସାହୁ ବୌଦ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ସିସିଟିଭି ଫୁଟେଜ୍ ମଧ୍ୟ ପୋଲିସକୁ ହସ୍ତାନ୍ତର କରିଛନ୍ତି। ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
​#Boudh #TheftCase #BoudhPolice #CrimeNews #OdishaNews #ArgusNews #CCTVFootage #LocalNews

ବୌଦ୍ଧରେ ବିଳମ୍ବିତ ରାତିରେ ଚୋରି: ସିସିଟିଭିରେ କଏଦ ହେଲା ଚୋରର କାରନାମା ​ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଗ୍ରାମରୁ ଏକ ଚୋରି ମାମଲା ସାମ୍ନାକୁ ଆସିଛି। ଗ୍ରାମର ଉମେଶ ସାହୁଙ୍କ ଘରେ ଭଡ଼ାରେ ରହୁଥିବା ଟିପିଏସଓଡିଏଲ (TPSODL) ର ଜଣେ ଠିକାଦାର କେଶବ ଚନ୍ଦ୍ର ସାହୁଙ୍କ ଘରେ ପଶି ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ କାଣ୍ଡ ଭିଆଇଛନ୍ତି। ଘରୁ ନଗଦ ୩୦ ହଜାର ଟଙ୍କା ସହିତ ୨ଟି ଦାମୀ ମୋବାଇଲ ଫୋନ୍ ଚୋରି ହୋଇଥିବା ସୂଚନା ମିଳିଛି। ​ଏହି ସମ୍ପୂର୍ଣ୍ଣ ଚୋରିର ଦୃଶ୍ୟ ଘରେ ଲାଗିଥିବା ସିସିଟିଭି (CC Camera) ରେ କଏଦ ହୋଇଛି। ଏ ନେଇ କେଶବ ସାହୁ ବୌଦ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ସିସିଟିଭି ଫୁଟେଜ୍ ମଧ୍ୟ ପୋଲିସକୁ ହସ୍ତାନ୍ତର କରିଛନ୍ତି। ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ​#Boudh #TheftCase #BoudhPolice #CrimeNews #OdishaNews #ArgusNews #CCTVFootage #LocalNews

Baudh Sadar, Boudh (Bauda) | Jun 24, 2026

ରେଳ ସୁଡ଼ଙ୍ଗ ଆଗରେ ଚାରିଛକ ରେଳ ଷ୍ଟେସନ ##railwaystation #charichhak #indianrailway #trainlineupdate #railwaytunnel #railwaylineupdate #OdishaTour

ରେଳ ସୁଡ଼ଙ୍ଗ ଆଗରେ ଚାରିଛକ ରେଳ ଷ୍ଟେସନ ##railwaystation #charichhak #indianrailway #trainlineupdate #railwaytunnel #railwaylineupdate #OdishaTour

Baudh Sadar, Boudh (Bauda) | Jun 24, 2026